ଶବ୍ଦାର୍ଥ:
କ୍ଷତବ୍ରଣ — ଉଚ୍ଚାରଣ: Kshatabraṇa
ସଂ. ବି. (ମ. ପ. ଲୋ. କ୍ଷତଜନିତ ବ୍ରଣ) —
୧: ଘାଆ ଆଦିର ଦାଗ —୧ Ciacatrice.
୨: ଆଘାତଜନିତ ଘାଆ —୨. Sore produced by an injury.