ଶବ୍ଦାର୍ଥ:

କ୍ଷତବିକ୍ଷତ
ଉଚ୍ଚାରଣ: Kshatabikshata

ସଂ. ବିଣ (ଦ୍ବନ୍ଦ; କ୍ଷତ+ବିକ୍ଷତ) —

୧: ଦେହୟାକ ରକତବୁହା; ଖଣ୍ଡିଆଖାବୁରା — ୧. Full of bleeding wounds and scratches.

୨: ଶସ୍ତ୍ରାଦିଦ୍ବାରା ଛିନ୍ନଭିନ୍ନ —୨. Mangled.

୩: କ୍ଷତପୂର୍ଣ୍ଣ —୩. Covered with cuts and wounds.