ଶବ୍ଦାର୍ଥ:

କ୍ଷଣି
ଉଚ୍ଚାରଣ: Kshaṇi

ଦେ. ଅ (ସଂ. କ୍ଷଣଂ; କ୍ଷଣାତ୍) —

ମାତ୍ରକେ — Just after; immediately after.

ଏହିରୂପେ ବୋଲିବା କ୍ଷଣି ନରପତି—କୃଷ୍ଣସିଂହ. ମହାଭାରତ. ଆଦି