ଶବ୍ଦାର୍ଥ:

କ୍ଷଣସ୍ଥାୟୀ
ଉଚ୍ଚାରଣ: Kshaṅasthāyī
(କ୍ଷଣସ୍ଥାୟିନୀ—ସ୍ତ୍ରୀ)

ସଂ. ବିଣ. ପୁଂ (କ୍ଷଣ+ସ୍ଥାୟିନ୍; ୧: ମା.୧: ବ) —

ଅଳ୍ପକାର— ସ୍ଥାୟୀ; ଅସ୍ଥାୟୀ —Short-lived; momentary; transient; brief.