ଶବ୍ଦାର୍ଥ:

କ୍ଷଣଶ୍ବାସ
ଉଚ୍ଚାରଣ: Kshaṇaṡwāsa

ସଂ. ବି (ବହୁବ୍ରୀହ; କ୍ଷଣ+ଶ୍ବାସ; ଏ କ୍ଷଣମାତ୍ର ପାଣି ଉପରକୁ ମୁହଁ ଉଠାଇ ନିଶ୍ବାସ ମାରେ ଓ ପୁଣି ପାଣିରେ ବୁଡ଼ିଯାଏ)

ଶୁଶମ୍ବର — Porpoise.