ଶବ୍ଦାର୍ଥ:

କ୍ଷଣତୁ
ଉଚ୍ଚାରଣ: Kshaṇatu

ସଂ. ବି (କ୍ଷଣ ଧାତୁ=ଆଘାତ କରିବା+ ସଂଜ୍ଞାର୍ଥେ ଅତୁ) —

ଘାଆ; କ୍ଷତ — Wound; sore.