ଶବ୍ଦାର୍ଥ:

କ୍ଷଣକ୍ଷଣ
ଉଚ୍ଚାରଣ: Kshaṇakshaṇa
ক্ষণেক্ষণে लगातार

ଦେ. ବିଣ (ସଂ. କ୍ଷଣେ କ୍ଷଣେ) —

ଅବିରତ; ଅବଶ୍ରାନ୍ତ; ମୂହୂର୍ମୂହୂଃ ଘଟୁଥିବା — Incessant; repeated.

ଦେ. କ୍ରି. ବିଣ —

ଅନୁକ୍ଷଣ; ପ୍ରତିକ୍ଷଣ; ମୂହୂର୍ମୂହୂଃ; କ୍ଷଣକୁକ୍ଷଣ; ଅବିରତ — At every moment; instantly; in cessantly.

ଦେ. ବି —

ପ୍ରତି ମୂହୂର୍ତ୍ତ — Every moment.

ବେଙ୍ଗ କିହେ ବେଙ୍ଗୁଲୀ ଲୋ ଦୁନିଆ କ୍ଷଣକ୍ଷଣକେ ଆନ—ଢଗ