ଶବ୍ଦାର୍ଥ:

କ୍ଷଣକାଳ
ଉଚ୍ଚାରଣ: Kshaṇakāḻa

ସଂ. ବି (କ୍ଷଣ+କାଳ) —

ଅତି ଅଳ୍ପ ସମୟ; ମୁହୂର୍ତ୍ତମାତ୍ର; କିଛି ସମୟ — An instant; a moment.