ଶବ୍ଦାର୍ଥ:

କ୍ଷଉଦିବା
ଉଚ୍ଚାରଣ: Kshaudibā

ଦେ. କ୍ରି —

୧: ତଡ଼ିବା; ଘଉଡ଼ିବା — ୧. To drive away.

୨: ଅନ୍ତର କରିବା; ଭୁଲି ଯିବା — ୨. To forget.

ପାପୀ ଦୁର୍ଯ୍ୟୋଧନର କେଉଁ କାର୍ଯ୍ୟ ଅଛି କ୍ଷଉଦି ଦିଅ ତାକୁ ମନରୁ ନୂଭୁଛି କୃଷ୍ଣସିଂହ. ମହାଭାରତ. ସଭା