ଶବ୍ଦାର୍ଥ:

କଙ୍କମୁଖ
ଉଚ୍ଚାରଣ: Kaṅkamukha

ସଂ. ବି. (ବହୁବ୍ରୀହି; କଙ୍କ+ମୁଖ; କଙ୍କର ମୁଖ ପରି ମୁଖ ୟାହାର) —

୧: ଚିମୁଟା; ସଣ୍ଡୁଆସି — ୧. A pair of tongs; pincers.

୨: ସୁଶ୍ରୁତ ବର୍ଣ୍ଣିତ ଶଲ୍ୟୋଦ୍ଧାରକ ୟନ୍ତ୍ରବିଶେଷ — ୨. A pair of surgical forceps for extracting nails from the body.