କଙ୍କମୁଖ
କଙ୍କମୁଖ —
ଉଚ୍ଚାରଣ: Kaṅkamukha
ସଂ. ବି. (ବହୁବ୍ରୀହି; କଙ୍କ+ମୁଖ; କଙ୍କର ମୁଖ ପରି ମୁଖ ୟାହାର) —
୧: ଚିମୁଟା; ସଣ୍ଡୁଆସି — ୧. A pair of tongs; pincers.
୨: ସୁଶ୍ରୁତ ବର୍ଣ୍ଣିତ ଶଲ୍ୟୋଦ୍ଧାରକ ୟନ୍ତ୍ରବିଶେଷ — ୨. A pair of surgical forceps for extracting nails from the body.