ଶବ୍ଦାର୍ଥ:

କଙ୍କଡ଼ାବିଛା
ଉଚ୍ଚାରଣ: Kaṇkaṟḍ̠ābichhā
কাঁকড়াবিছা विछु;त्र्प्ररी

ଦେ. ବି. (ସଂ. କର୍କଟ ଓ ବୃଶ୍ଚିକ; ଏହାର କଙ୍କଡ଼ା ହାତ ପରି ଦୁଇଟି ସଣ୍ଡୁଆସିଭଳି ହାତ ଥିବାରୁ) —

୧: ବିଷାକ୍ତ ଲାଙ୍ଗୁଡ଼ ଥିବା ଏକ ପ୍ରକାର ଅଷ୍ଟପଦୀ ବିଛା —୧. Scorpion.

[ଦ୍ର—ଏମାନେ କଳା (ବଡ଼) ଓ କହରା (ଛୋଟ) ଏହିପରି ଦୁଇ ପ୍ରକାରର ଦେଖା ୟାଆନ୍ତି ]

୨: (ବଣିଆ ଭାଷା) ସୁନା ବା ରୂପା ତାରର ଗୋଲ ଗୋଲ କଡ଼ିରେ ଗୁନ୍ଥା ହୋଇ ତିଆରି ହୋଇଥିବା ଅଣ୍ଟାର ଅଳଙ୍କାରବିଶେଷ —୨. A kind of waist-chain consisting of small flat balls chained together.