ଶବ୍ଦାର୍ଥ:

କକ୍ଷା କରିବା
ଉଚ୍ଚାରଣ: Kakshā karibā

ଦେ. କ୍ରି. (ସଂ. କକ୍ଷା) —

୧: ଶତ୍ରୁତା ଆଚରଣ କରିବା — ୧. To behave with enmity.

୨: କଳି କରିବା —୨. To quarrel.

୩: କଟାଳ କରିବା —୩. To make importune and pressing requests.

୪: ଆସ୍ଫାଳନ କରିବା; ବାଲିଙ୍ଗି କରିବା — ୪. To bluster; to brag.

୫: ରାଗିବା; କ୍ରୋଧ କରିବା —୫. To be angry.