କକ୍ଷା କରିବା
କକ୍ଷା କରିବା —
ଉଚ୍ଚାରଣ: Kakshā karibā
ଦେ. କ୍ରି. (ସଂ. କକ୍ଷା) —
୧: ଶତ୍ରୁତା ଆଚରଣ କରିବା — ୧. To behave with enmity.
୨: କଳି କରିବା —୨. To quarrel.
୩: କଟାଳ କରିବା —୩. To make importune and pressing requests.
୪: ଆସ୍ଫାଳନ କରିବା; ବାଲିଙ୍ଗି କରିବା — ୪. To bluster; to brag.
୫: ରାଗିବା; କ୍ରୋଧ କରିବା —୫. To be angry.