କକ୍ଷାବେକ୍ଷକ
କକ୍ଷାବେକ୍ଷକ —
ଉଚ୍ଚାରଣ: Kakshābekshaka
(କକ୍ଷାବେକ୍ଷିକା—ସ୍ତ୍ରୀ)
ସଂ. ବି. ପୁଂ. ( ୬: ଷ୍ଠୀ ତତ୍; କକ୍ଷ=ଅନ୍ତଃପୁର+ଅବକ୍ଷକ =ପରିଦର୍ଶକ) —
୧: ଦ୍ବାରପାଳ; ଦରୁଆନ — ୧. Door-keeper; porter; gate-keeper.
୨: ଉଦ୍ୟାନପାଳ; ମାଳୀ —୨. Garden-keeper; gardener.
୩: ଅନ୍ତଃପୁର ରକ୍ଷକ —୩. A servent who is in charge of the harem.
୪: ଚିତ୍ରକର —୪. A painter.
୫: ଲମ୍ପଣ୍ଟ ବ୍ୟକ୍ତି —୫. A libertine.
୬: କରୀ; ହାତୀ —୬. Elephant.