ଶବ୍ଦାର୍ଥ:

କକ୍ଷାବେକ୍ଷକ
ଉଚ୍ଚାରଣ: Kakshābekshaka

(କକ୍ଷାବେକ୍ଷିକା—ସ୍ତ୍ରୀ)  

ସଂ. ବି. ପୁଂ. ( ୬: ଷ୍ଠୀ ତତ୍; କକ୍ଷ=ଅନ୍ତଃପୁର+ଅବକ୍ଷକ =ପରିଦର୍ଶକ) —

୧: ଦ୍ବାରପାଳ; ଦରୁଆନ — ୧. Door-keeper; porter; gate-keeper.

୨: ଉଦ୍ୟାନପାଳ; ମାଳୀ —୨. Garden-keeper; gardener.

୩: ଅନ୍ତଃପୁର ରକ୍ଷକ —୩. A servent who is in charge of the harem.

୪: ଚିତ୍ରକର —୪. A painter.

୫: ଲମ୍ପଣ୍ଟ ବ୍ୟକ୍ତି —୫. A libertine.

୬: କରୀ; ହାତୀ —୬. Elephant.