ଶବ୍ଦାର୍ଥ:

କକା
ଉଚ୍ଚାରଣ: Kakā

କାକୀ, ଖୁଡ଼ୀସ୍ତ୍ରୀ

কাকা चाचा

ଦେ. ବି. ପୁଂ. (ସଂ. ଖୁଲ୍ଲତାତ) —

ପିତାଙ୍କର ସାନ ଭାଇ; କକେଇ — Father's younger brother.

ଅନୁଗ୍ରହ କରି କକା ଆମ୍ଭଙ୍କୁ ତାରିଲେ ସାରଳା ମହାଭାରତ