ଶବ୍ଦାର୍ଥ:
କକ — ଉଚ୍ଚାରଣ: kaka
ଗ୍ରା. ବି. (ଶିଶୁଭାଷା; ସଂ. କୋକ) —
ଶିଶୁମାନଙ୍କୁ ଡରାଇବା ନିମନ୍ତେ କଳ୍ପିତ ଭୟଙ୍କର ଜୀବ — An imaginary being invoked by elders to frighten children to submission.