ଶବ୍ଦାର୍ଥ:
କଉଶଳ — ଉଚ୍ଚାରଣ: kauṡaḻa
ଗ୍ରା. (ପଦ୍ୟ) ବି.—(ସଂ. କୌଶଳ) —
୧: କୌଶଳ (ଦେଖ) ୧. K&aline;&uline;ṡaḻa (See)
୨: କୋଶଳ ଦେଶ ବା ରାଜ୍ୟ — ୨. The kingdom of Koṡaḻa.
କଉଶଳେ କଉଶଳେ ଡଗର ଯାଇ ଭଞ୍ଜ, ପ୍ରେମସୁଧାନିଧି