ଶବ୍ଦାର୍ଥ:
କଇଲାଣ — ଉଚ୍ଚାରଣ: Kailāṇa
ଗ୍ରା ବି. (ସଂ. କଲ୍ୟାଣ) —
୧: କଲ୍ୟାଣ; ଆଶୀର୍ବାଦ — ୧. Blessing.
୨: ଆଶୀର୍ବଚନ — ୨. Benediction.