ଶବ୍ଦାର୍ଥ:

କଇବର
ଉଚ୍ଚାରଣ: Kairaba

ଗ୍ରା ପଦ୍ୟ. ବି. (ସଂ. କୈରବ) —

କୁମୁଦ; କଇଁ — Water-lily.

କଇରବହାସୀ ମନୋହରବେଶୀ ବର୍ତ୍ତୁଳ ତୁଙ୍ଗ ସୁସ୍ତନା ମଧୁକରକେଶୀ ବୀଣାଜିଶାଭାଷୀ ମତ୍ତମରାକଚମନା ବିଶ୍ବନାଥ, ବିଚିତ୍ରରାମାୟଣ