କଇଦି ହେବା
କଇଦି ହେବା —
ଉଚ୍ଚାରଣ: Kaidi hebā
কএদহওয়া
कैदहोना
ଦେ. କ୍ରି —
୧: କାରାବାସ ଦଣ୍ଡ ଭୋଗ କରିବା — ୧. To be under imprisonment.
୨: କାରାରୁଦ୍ଧ ହେବା — ୨. To be imprisoned.
ଦେ. କ୍ରି —
କାରାଦଣ୍ଡ ଆଜ୍ଞା ପ୍ରାପ୍ତ ହେବା — To be sentenced to imprisonment.