କଇତବ
କଇତବ —
ଉଚ୍ଚାରଣ: Kaitaba
ଗ୍ରା. ପଦ୍ୟ. ବି (ସଂ. କୈତବ) —
ଛଳ; କପଟତା — Deception.
ଧରିଛୁ କଇତବେ ବ୍ରାହ୍ମଣ ବେଶକୁ କୃଷ୍ଣସିଂହ ମହାଭାରତ, ସଭା
ଦେ. ବିଣ —
୧: ଛଳଯୁକ୍ତ; କପଟଯୁକ୍ତ —୧. Deceptive.
କହ ଛାଡ଼ି ମୋତେ ଦେ କଇତବ ରୀତି କୃଷ୍ଣସିଂହ, ମହାଭାରତ, ସଭା
୨: କପଟୀ (ବ୍ୟକ୍ତି) —୨. Hypocritical (person.)
କଇତବ ଅତ୍ରୁର ସଙ୍ଗତରେ ବାହାର ଦୀନକୃଷ୍ଣ, ରସକଲ୍ଲୋଳ