ଶବ୍ଦାର୍ଥ:

କଇତବ
ଉଚ୍ଚାରଣ: Kaitaba

ଗ୍ରା. ପଦ୍ୟ. ବି (ସଂ. କୈତବ) —

ଛଳ; କପଟତା — Deception.

ଧରିଛୁ କଇତବେ ବ୍ରାହ୍ମଣ ବେଶକୁ କୃଷ୍ଣସିଂହ ମହାଭାରତ, ସଭା

ଦେ. ବିଣ —

୧: ଛଳଯୁକ୍ତ; କପଟଯୁକ୍ତ —୧. Deceptive.

କହ ଛାଡ଼ି ମୋତେ ଦେ କଇତବ ରୀତି କୃଷ୍ଣସିଂହ, ମହାଭାରତ, ସଭା

୨: କପଟୀ (ବ୍ୟକ୍ତି) —୨. Hypocritical (person.)

କଇତବ ଅତ୍ରୁର ସଙ୍ଗତରେ ବାହାର ଦୀନକୃଷ୍ଣ, ରସକଲ୍ଲୋଳ