ଶବ୍ଦାର୍ଥ:

କଇଁସାରି
ଉଚ୍ଚାରଣ: Kaiñsāri

ଦେ. ବି. —

କଂସାରି (ଲତା) ୨: (ଦେଖ) — Kaṁsāri ୨ (See)

କଇଁସାରି ଲତା ଶ୍ୟାମଳ ବାଲିସ୍ତୂପର ଛାୟା— ରାଧାନାଥ, ଚନ୍ଦ୍ରଭାଗା