ଶବ୍ଦାର୍ଥ:

କଇଁଚି
ଉଚ୍ଚାରଣ: Kaiñchi
কাঁচি कैँची

ଦେ. ବି. (ତୁର୍କୀ—କୈଚୀଁ; ତୁଳ. ସଂ. କର୍ତ୍ତରିକା) —

୧: କତୁରୀ — ୧. Scissors.

୨: କତୁରୀ ପରି କଣବାଗରେ ଛନ୍ଦା ୟାଇଥିବା ଘରର ଶେଣି —୨. Angle-beam.

[ଦ୍ର—ଏହା ଖୁଣ୍ଟର କାମ କରେ ଓ ଏଥିର ସନ୍ଧି ଉପରେ ଘର ଶେଣୀ ପକାୟାଏ]