ଶବ୍ଦାର୍ଥ:
କଇଁଚି — ଉଚ୍ଚାରଣ: Kaiñchi কাঁচি कैँची
ଦେ. ବି. (ତୁର୍କୀ—କୈଚୀଁ; ତୁଳ. ସଂ. କର୍ତ୍ତରିକା) —
୧: କତୁରୀ — ୧. Scissors.
୨: କତୁରୀ ପରି କଣବାଗରେ ଛନ୍ଦା ୟାଇଥିବା ଘରର ଶେଣି —୨. Angle-beam.
[ଦ୍ର—ଏହା ଖୁଣ୍ଟର କାମ କରେ ଓ ଏଥିର ସନ୍ଧି ଉପରେ ଘର ଶେଣୀ ପକାୟାଏ]