ଶବ୍ଦାର୍ଥ:

କଅଁ କଅଁ
ଉଚ୍ଚାରଣ: Kaañkaañ

ଦେ. (ଧ୍ଵନ୍ୟନୁକରଣ) ଅ. —

ଧ୍ଵନିର ଅନୁକରଣ ଶବ୍ଦବିଶେଷ — An onomatopœic word for a sound.

(ଯଥା—ଶିଶୁର କ୍ରନ୍ଦନଶବ୍ଦ; ଅନ୍ତକୋଷରୁ ପବନ ଉଠିବା ଶବ୍ଦ)