1. ନରମ ମାଂସ
  2. ଶିଶୁ ଦେହର କୋମଳ ମାଂସ
  3. ଘାଆ ଆଦିରେ ନୂଆ ହୋଇ କଅଁଳି ଥିବା ମାଂସ

ଶବ୍ଦ ବିନ୍ୟାସ ସମ୍ପାଦନା

  • ଦେ. ବି. (ସଂ. କୋମଳ+ମାଂସ)

ଆହୁରି ଦେଖନ୍ତୁ ସମ୍ପାଦନା

ବ୍ୟବହାର ସମ୍ପାଦନା

  • କଅଁଳ ମାଉଁସ ଟିକିଏ ପାଇଲେ ରୁଟୁକିନି ଖାଏଁ— କାହାଣୀର କଥାର ଶେଷ ପଦ