ଶବ୍ଦାର୍ଥ:
କଅଁଳ ଭାତ — ଉଚ୍ଚାରଣ: Kaañḻa bhāta
ଦେ. ବି. (ସଂ. କୋମଳ+ଭକ୍ତ) —
ବେଶି ସିଝି ତୂଳା ପରି ନରମା ହୋଇଯାଇଥିବା ଭାତ — Rice overboiled to softness.