ଶବ୍ଦାର୍ଥ:
କଅଁଳ ନିଦ — ଉଚ୍ଚାରଣ: Kaañḻa nida কাঁচানিঁদ कत्र्प्रानिँद
ଦେ. ବି. (ସଂ. କୋମଳ+ନିଦ୍ରା) —
୧: ଅପକ୍ବ ନିଦ;ଭଲରୂପେ ମେଣ୍ଟି ନ ଥିବା ନିଦ — ୧. Not fully enjoyed sleep.
୨: ନାଳିନିଦ; ଛାଇନିଦଠାରୁ ଗାଢତର କିନ୍ତୁ ଗଭୀର— ନିଦଠାରୁ ଲଘୁତର ନିଦ —୨. Light sleep.