ଶବ୍ଦାର୍ଥ:
କଅଁଳ ଚମ — ଉଚ୍ଚାରଣ: Kaañḻa chama নরমচামড়া नरमचमड़ा
ଦେ. ବି (ସଂ. କୋମଳ ଚର୍ମ) —
୧: ଶିଶୁ ଦେହର ନରମ ଚମ — ୧. Soft skin of a baby.
୨: ଘାଆ ଉପରେ ହୋଇଥିବା ନୂଆ ଚମ — ୨. New skin formed over healing wounds.