କଅଁଳେଇ ସଅଁଳେଇ ହେବା

ଶବ୍ଦାର୍ଥ:

କଅଁଳେଇ ସଅଁଳେଇ ହେବା
ଉଚ୍ଚାରଣ: Kaañḻei saañḻei hebā

ଦେ. କ୍ରି. (ନିରର୍ଥକ ଦ୍ବିତୀୟ ସହଚର) —

ବହୁବାର କଅଁଳାଇ କହିବା (ଦେଖ) To coax repeatedly.