କଅଁଳା
କଅଁଳା —
ଉଚ୍ଚାରଣ: Kaañḻā
ଦେ. ବିଣ. (ସଂ. କୋମଳ) —
୧: କୋମଳ —୧. Soft.
୨: ସୁକୁମାର —୨. Tender.
୩: ନୂତନ —୩. New.
୪: ଅଳ୍ପବୟସ୍କ; ଅଳ୍ପଦିନ ହେଲା ଜନ୍ମିଥିବା (ଶିଶୁ); ନବଜାତ — ୪. Of tender age; young; newly born.
କରିବ ତୁମ୍ଭେ ଏତେକ କଅଁଳାପୁଅ ୟେତକ ମାରିବାକୁ ୟେ ୟାହାରେ ରହିବ ଟାକି— ବୀରକୁଷ୍ଣ ରସକଲ୍ଲୋଳ