ଶବ୍ଦାର୍ଥ:

କଅଁଳା
ଉଚ୍ଚାରଣ: Kaañḻā

ଦେ. ବିଣ. (ସଂ. କୋମଳ) —

୧: କୋମଳ —୧. Soft.

୨: ସୁକୁମାର —୨. Tender.

୩: ନୂତନ —୩. New.

୪: ଅଳ୍ପବୟସ୍କ; ଅଳ୍ପଦିନ ହେଲା ଜନ୍ମିଥିବା (ଶିଶୁ); ନବଜାତ — ୪. Of tender age; young; newly born.

କରିବ ତୁମ୍ଭେ ଏତେକ କଅଁଳାପୁଅ ୟେତକ ମାରିବାକୁ ୟେ ୟାହାରେ ରହିବ ଟାକି— ବୀରକୁଷ୍ଣ ରସକଲ୍ଲୋଳ