ଶବ୍ଦାର୍ଥ:

କଂସାବାସନ
ଉଚ୍ଚାରଣ: Kaṁsābāsana
কাঁসাবাসন काँसाबासन

ଦେ. ବି. —

କଂସାଧାତୁରେ ତିଆରି ନାନାପ୍ରକାରର ପାତ୍ର — Various plates and utensils of bellmetal.