ଶବ୍ଦାର୍ଥ:

କଂସାଗିନା
ଉଚ୍ଚାରଣ: Kaṁsāginā
কাঁসাবাসন काँसाबासन

ଦେ. ବି. —

୧: (ସହଚର) କଂସା ନିର୍ମିତ ବ଼ଡ଼ ଓ ସାନ ପାତ୍ରମାନ; ବେଲା ତାଟିଆ ଆଦି ବାସନକୁସନ — ୧. Plates and utensils.

୨: (ମଧ୍ୟପଦଲୋପୀ) କଂସା ଧାତୁରେ ନିର୍ମିତ ଗିନା; କଂସାରେ ତିଆରି ତାଟିଆ —୨. A cup made of bellmetal.