କଂସାଗିନା
କଂସାଗିନା —
ଉଚ୍ଚାରଣ: Kaṁsāginā
কাঁসাবাসন
काँसाबासन
ଦେ. ବି. —
୧: (ସହଚର) କଂସା ନିର୍ମିତ ବ଼ଡ଼ ଓ ସାନ ପାତ୍ରମାନ; ବେଲା ତାଟିଆ ଆଦି ବାସନକୁସନ — ୧. Plates and utensils.
୨: (ମଧ୍ୟପଦଲୋପୀ) କଂସା ଧାତୁରେ ନିର୍ମିତ ଗିନା; କଂସାରେ ତିଆରି ତାଟିଆ —୨. A cup made of bellmetal.