ଶବ୍ଦାର୍ଥ:

କଂବୈଦ୍ୟ
ଉଚ୍ଚାରଣ: Kiṁb&aline;i̱dya

ସଂ. ବି.—(କୁ+ବୈଦ୍ୟ; କୁ ସ୍ଥାନରେ କିଂ ଆଦେଶ; ତୁଳନା କର. କିଂପୁରୁଷ ବା କିମ୍ପୁରୁଷ ବା କିମ୍ଫୂରୁଷ) —

ଅନାଡ଼ି ବୈଦ୍ୟ; କୁବୈଦ୍ୟ —A quack; a Worthless physician.