ବିଶେଷଣ(ସଂସ୍କୃତ),ପୁଂଲିଙ୍ଗ [୧] ସମ୍ପାଦନା

  • ବହୁବ୍ରୀହି ସମାସ: ଉତ୍= ଉପରକୁ ଟେକା ହୋଇଅଛି+ ଗ୍ରୀବା ଯାହାର
  • ଉଦ୍ ଗ୍ରୀବା- ସ୍ତ୍ରୀଲିଙ୍ଗ
  • ଉଦ୍ ଗ୍ରୀବତା- ବିଶେଷ୍ୟ
    • ଉତ୍କନ୍ଧର; ଯେ ବେକକୁ ଟେକିଥାଏ
    • କୌଣସି କଥାକୁ ଶୁଣିବାକୁ ଆଗ୍ରହାନ୍ଵିତ
    • ଆଶାନ୍ଵିତ

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୯୭୭