ଉଇକିଅଭିଧାନ:ବଛା ଶବ୍ଦ/୨୦୧୬/ଡିସେମ୍ବର

ଚଉପାଢ଼ୀ

ଉଚ୍ଚାରଣ: Chaupāṟḍ̠ẖī
ଶବ୍ଦ ବିନ୍ୟାସ: ସଂସ୍କୃତ - ଚତୁଷ୍ପାଠୀ; ଯେଉଁଠାରେ ୪ ବେଦ ଆଧ୍ୟାପନା କରାଯାଉଥିଲା
ଦେଶଜ - ବିଶେଷ୍ୟ

  1. ଗ୍ରାମ୍ୟବିଦ୍ୟାଳୟ; ପାଠଶାଳା
  2. ଉପରେ ଛାତ ବା ଛପର ଥିବା କିନ୍ତୁ ଚାରିଆଡ଼େ ଖୋଲା ଥିବା ବୈଠକ ଘର