ଉଇକିଅଭିଧାନ:ବଛା ଶବ୍ଦ/୨୦୧୬/ଅପ୍ରେଲ

ମହୀଜ

ଉଚ୍ଚାରଣ: Mahīja
ସ୍ତ୍ରୀ: ମହୀଜା
ଶବ୍ଦ ବିନ୍ୟାସ: ମହୀ+ଜନ୍ ଧାତୁ+କର୍ତ୍ତୃ.ଅ
ସଂସ୍କୃତ - ବିଶେଷ୍ୟ

  1. ମଙ୍ଗଳଗ୍ରହ
  2. ଅଦା

ସଂସ୍କୃତ - ବିଶେଷଣ

  1. ଭୂମିରୁ ଜାତ ବା ଉତ୍ପନ୍ନ