ଦେଶଜ କ୍ରିୟା. ଉଦିତ ହେବା, ଉଦ୍‌ଗମନ ହେବା ।

  1. ଉଦିତ ହେବା (To rise)
  2. ଉଦୟ ହେଉଥିବା (To be rising)

ଦେଶଜ ବିଶେଷଣ. ଉଦୟ ହେଉଥିବା (rising)

ଉଦାହରଣ: ସୂର୍ୟ୍ୟ ଉଇଁବାର କେତେ ଘଡ଼ି ଅନ୍ତେ ସାଧବ ମାନେ ଦରିଆରେ ବୋଇତ ମେଲିଲେ ।