ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ମାତା; ଜନନୀ
  • ଲକ୍ଷ୍ମୀ; କମଳା
  • ସୌନ୍ଦର୍ଯ୍ୟ
  • ପରିମାଣ
  • ଜ୍ଞାନ
  • କାନ୍ତି

ବିଶେଷ୍ୟ (ଦେଶଜ) ସମ୍ପାଦନା

  • ସଙ୍ଗୀତର ସପ୍ତ ସ୍ଵରର ଚ୍ତୁର୍ଥ ସ୍ଵର
  • ମାଆ

ମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମା,ଧାତୁ+କର୍ତ୍ତୃ. କ୍ୱିପ୍; ତୁଳ (ସଂ) ଆମ୍ୱା, ମାତୃ ମା; (ଇଂ)ମାମା; (ଲା) ମାଟର; (ହି) ଅମା, ମାଇ; (ତେ) ଆମ୍ମା; (ଆ) ଆମ; (ଫା) ମାଦାର୍; ସମ୍ପାଦନା

୧. ମାତା; ଜନନୀ — ୧. Mother.

[ଦ୍ରଷ୍ଟବ୍ୟ —ପୁରୀ ଓ କଟକ ଜିଲ୍ଲାର କେତେକ ସ୍ଥାନର ବ୍ରାହ୍ମଣମାନେ ମାତାଙ୍କୁ 'ବାଉ' ଓ ପିତାମହୀଙ୍କୁ 'ମା' ବୋଲି ସମ୍ୱୋଧନ କରନ୍ତି

କୌଣସି ବ୍ୟକ୍ତିର ମାତାଙ୍କୁ ସେହି ବ୍ୟକ୍ତିର ନାମ ସହିତ 'ମା' ଶଦ୍ଦ ଯୋଗ କରି ଡକାଯାଏ ଯାଥା—ହରିଆ ମା, ରାମା ମା]

୨. ଲକ୍ଷ୍ମୀ; କମଳା —୨. The Goddess of wealth.
୩. (+କରଣ କ୍ୱିପ୍) ଶ୍ରୀ; ସୌନ୍ଦର୍ଯ୍ୟ — ୩. Beauty.
୪. (+ଭାବ. କ୍ୱିପ୍) ପରିମାଣ — ୪. Measure.
୫. (+କରଣ କ୍ୱିପ୍) ଜ୍ଞାନ —୫. Knowledge.
୬. କାନ୍ତି —୬. Lustre.

=== ଅ.

ନିନ୍ଦା, ବିକଳ୍ପ ଓ ନିଷୋଧାର୍ଥକ ଅବ୍ୟୟ —No.

ଦେଶଜ - ବି— (ସଂସ୍କୃତ - ମଧ୍ୟମ) ସମ୍ପାଦନା

୧. ସଙ୍ଗୀତର ସପ୍ତ ସ୍ୱରର ଚତୁର୍ଥ ସ୍ୱର — ୧. The ୪th scale in the Hindu music.


ଅନୁବାଦ ସମ୍ପାଦନା

୨. ମାଆ (ଦେଖ) - —୨. Mā-ā (See)

ସମ୍ପାଦନା

୧. ଭୟ, ବିସ୍ମୟ ଓ ଆତୁରତାସୁଚକ ଅବ୍ୟୟ; ହେ ମା ? — ୧. Interjection used in giving vent to fear wonder or bewilderment; Oh my mother ?
୨. (ସାଙ୍କେତିକ, କଚିରିଆ) ମାରଫତେ — ୨. Through; per; by the hands of. (ଯଥା— ମା ଅମୁକ=ଅମୁକ ଲୋକ ମାରଫତେ)
୩. (ଜମିର ମାପ ପରିମାଣ) 'ମାଣ'ର ସାଙ୍କେତିକ —୩. An abbreviation For 'Māṇa' of land. (ଯଥା—ମା ୧୫: o=ପନ୍ଦର ମାଣ ଜମି)

ଗ୍ରାମ୍ୟ - ପ୍ରତ୍ୟୟ (କ୍ରିୟା ସହିତ ବ୍ୟବହୃତ) ସମ୍ପାଦନା

'ବା' ସ୍ଥାନରେ ଲାଗେ —Used with a verb in the place of the ending 'bā' in the tuture tense.

(ଉ—ଆନ କେବା ତାହା କହେ ଆଣି— ମା ଅର୍ଜୁନ ସାରଳା ମହାଭାରତ)

ପ୍ରାଦେଶିକ - (ଗଞ୍ଜାମ)ଅ ସମ୍ପାଦନା

(ସ୍ତ୍ରୀମାନଙ୍କଦ୍ୱାରା ବ୍ୟବହୃତ) ଗୋ; ହେ; ଆହେ —Oh?

(ଉ—ମୋହନ ରୀତ ଚିହ୍ନା ପଡ଼ିଲା ମା ଗୋପାଳକୃଷ୍ଣ ସଙ୍ଗୀତ)