ବିଶେଷ୍ୟ(ସ୍ତ୍ରୀ) ସମ୍ପାଦନା

ଭଗିନୀ

ଉଦାହରଣ ସମ୍ପାଦନା

ବଳେ ହରିଲେ ମୋ ଭଉଣୀ
ଆଜ ଆଣିବି ଶିର ହାଣି
(ଭାଗବତ ଦଶମ ସ୍କନ୍ଧ)ଭଉଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତ୍ରୀ. ଭଗିନୀ; ଭଗ୍ନୀ) ସମ୍ପାଦନା

୧. ଭଗିନୀ —୧. Sister.
୨. ମାତୁଳ, ପିତୃସ୍ୱପା, ମାତୃସ୍ୱପା ଆଦିଙ୍କ କନ୍ୟା — ୨. Cousin-sister.
୩. ସମବୟସ୍କା ସ୍ତ୍ରୀମାନଙ୍କର ପରସ୍ପର ସମ୍ୱୋଧନ —୩. Term of mutual address amongst women of the same age.