ବିଶେଷଣ (ସଂସ୍କୃତ) ସମ୍ପାଦନା

  • ବିନୀତ; ବିନୟ ସମ୍ପନ୍ନ
  • ଶିଷ୍ଟ; ଭଦ୍ର
  • ଯାହା ନଇଁ ଅଛି
  • ବକ୍ରୀକୃତ
  • ମୃଦୁ
  • କୋମଳ; ନରମ


ନମ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନମ୍ରତା—ବି)

  • (file)
  • (file)

ସଂସ୍କୃତ - ବିଶେଷଣ - (ନମ୍ ଧାତୁ+କର୍ତ୍ତୃ. ର) ସମ୍ପାଦନା

୧. ବିନୀତ; ବିନୟ ସମ୍ପନ୍ନ — ୧. Humble; lowly; submissive.
୨. ଶିଷ୍ଟ; ଭଦ୍ର —୨. Polite.
୩. ଯାହା ନଇ ଅଛି —୩. Bowed; bent down.


୪. ବକ୍ରୀକୃତ —୪. Bent.
୫. ମୃଦୁ —୫. Meek; mild.
୬. କୋମଳ; ନରମ —୬. Soft; pliant.