ଟାକରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଟକ୍ ଟକ୍ ଶବ୍ଦାନୁକରଣ୍ଠ) ସମ୍ପାଦନା

୧. ତାଳୁ ଓ ଜିଭଦ୍ୱାରା କୃତ ଅବ୍ୟକ୍ତ ଟକ୍ଟକ୍ ଶବ୍ଦ —୧. Clicking sound produced by the tongue taken back quickly to the palate.

[ଦ୍ରଷ୍ଟବ୍ୟ —ଗୋରୁଙ୍କୁ ଅଡ଼ାଇବା ସମୟରେ ଏ ଶବ୍ଦ ଉଚ୍ଚାରିତ ହୁଏ]

୨. ତାଳୁ —୨. Palate.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଟାକ୍) ସମ୍ପାଦନା

ମୁଣ୍ଡର ଚନ୍ଦା ବା କେଶହୀନ ସ୍ଥଳ —Baldness of the head.

ବିଶେଷଣ - ସମ୍ପାଦନା

ଟାଙ୍ଗରା; ଚନ୍ଦା —Bald.