ବିଶେଷ୍ୟ (ଦେ. ) ସମ୍ପାଦନା

  • ମୂଳ(ସଂ. ଇଷ୍ଟକା)
 
ଇଟା କାନ୍ଥ
  • ନିର୍ଦ୍ଦିଷ୍ଟଆକାରବିଶିଷ୍ଟ ଦଗ୍ଧ ମୃତ୍ତିକା ପିଣ୍ଡ

[ଦ୍ର—କାଦୁଅରେ ଗଢା କାନ୍ଥ ଓ ଛାତ ଅପେକ୍ଷା ପୋଡ଼ା ହୋଇଥିବା ଚକଟା ମାଟି ବହୁକାଳ ସ୍ଥାଯୀ ଓ ମଜଭୁତ୍ ହୁଏ ଏଥିୟୋଗୁଁ ୟେଉଁଠାରେ ପଥର ମିଳିବାର ସୁବିଧା ନ ଥାଏ ସେଠାରେ ଅତି ପ୍ରାଚୀନ କାଳରୁ ଲୋକେ ଇଟା ତିଆରି କରି ତହିଁରେ କୋଠା, ଦେଉଳ, ଛାତ ଆଦି କରି ଆସୁଛନ୍ତି ଓ ୩, ୪ ହଜାର ବର୍ଷ ପୂର୍ବେ ନିର୍ମିତ ଇଟା ଏବେ ମଧ୍ୟ ସୁଦୃଢ଼ ଅକ୍ଷତ ଥିବାର ଦେଖାୟାଏ ମାଟିକୁ ଚକଟି ତାକୁ ଛାଞ୍ଚରେ ଢାଳି ନିର୍ଦ୍ଦିଷ୍ଟ ଆକାରରେ ଏଟା ଗଢାୟାଏ ଓ ଅସ୍ଥାଯୀ କାମପାଇଁ ସେ ଇଟାକୁ ଖରାରେ ଶୁଖାଇ କାନ୍ଥରେ ଲଗାନ୍ତି ଏହାକୁ କଞ୍ଚାଇଟା କହନ୍ତି; କିନ୍ତୁ ସ୍ଥାଯୀ କାମପାଇଁ ତାକୁ ଭାଟିରେ ପୋଡ଼ିପକା ଇଟା କରାଯାଏ ଛାତ ଉପରେ ପକାଇବାକୁ ସାଧାରଣ ଇଟା ଅପେକ୍ଷା ପାତଳା ଓ ବଡ଼ ଆକାରର 'ଟାଇଲ୍' ତିଆରି କରାଯାଏ ଚିକିଟା ମାଟିରେ ଇଟା ପୋଡ଼ିଲେ ଫାଟିଯାଏ; ସେଥିପାଇଁ ମାଟି ସଙ୍ଗେ ବାଲି ମିଶାଇ- ବାକୁ ହୁଏ ][୧]

ଆଧାର ସମ୍ପାଦନା